Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଦରିଦ୍ର। ତୈଳିକ ବୈଶ୍ୟ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦରିଦ୍ର। ତୈଳିକ ବୈଶ୍ୟ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

308
ADVERTISEMENT

କୁକୁଡାଖଣ୍ଡି,୧୬/୩,(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ବଡ଼ ସାହି ସ୍ଥିତ ନୂଆ ବନ୍ଦ ସାହି ଠାରେ ହରିଦ୍ରl ତୈଳିକ ବୈଶ୍ୟ ସମାଜର ମହୁରୀ ମଣ୍ଡଳର ଅଞ୍ଚଳର ଅଧିକାଂଶ ୧୪ ଟି ଅଞ୍ଚଳର ତୈଳିକ ସମାଜର ବୃଦ୍ଧିଯିବି ଓ ସଂଘଟନର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଜାତିଭାଇ ମାନଙ୍କ ମଧ୍ୟରେ ଏକତା ସ୍ଥାପନ ପାଇଁ ପରସ୍ପରକୁ ମିଶି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ l ଏହି କାର୍ଯ୍ୟକ୍ରମରେ କିଛି ଲୋକ ଜାତି ଗରିବ ଅସହାୟ ବୃଦ୍ଧ ଲୋକଙ୍କୁ ସହଯୋଗରେ ହାତମିଳାଇବା ସହ ଗରିବ ଅର୍ଥଅଭାବରୁ ଅବିବାହିତ ଝିଅ ମାନଙ୍କ ବାହାଘର ସ୍ଥଗିତ ରହୁଥିବା ଦିଗକୁ ଦୃଷ୍ଟିକୁ ନେଇ ଏକ ମିଳିତ ଗୋଷ୍ଠୀ ହୋଇ ଏହି ପ୍ରସ୍ତାବ କେନ୍ଦ୍ର କମିଟିକୁ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଥିଲେ l ଏହି କାର୍ଯ୍ୟକ୍ରମକୁ ସାହେବ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଦକ୍ଷିଣ ଓଡିଶା ହରିଦ୍ରl ତୈଳିକ ବୈଶ୍ୟ ସମାଜର ଦଣ୍ଡାସି ସାହୁ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ ମହୁରୀ କେନ୍ଦ୍ରଅଞ୍ଚଳର ସଭାପତି ଅଭିମନ୍ୟୁ ସାହୁ, ଉପ ସଭାପତି ସୁଶାନ୍ତ ସାହୁ, କାର୍ଯ୍ୟକାରୀ ସଭାପତି ଦୁଃଖୀଶ୍ୟାମ ସାହୁ,ମସିହା ଖାଲି ନରସିଂହ ସାହୁ,ସନ୍ତୋଷ ସାହୁ ପ୍ରଦ୍ୟୁସ ସାହୁ, ସଂଗ୍ରାମ ସାହୁ, ସୁବାଷ ସାହୁ ମିଟୁ ସାହୁ ରାମଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ ଉପସ୍ଥିତ ରହି ସଂଘଠନ ସୁଦୃଢ କରିବା ପାଇଁ ଆୱାନ ଦେଇ ପରସ୍ପରକୁ ଉପଡ଼କନ ଦେଇ ହାତମିଳାଇ ବନ୍ଧୁତ୍ବ ସ୍ଥାପନ ବୃଦ୍ଧି କରିଥିଲେ l ସେହିପରି ମହିଳା ମାନଙ୍କ ମଧ୍ୟରେ ଲକ୍ଷ୍ମୀ ପ୍ରିୟା ସାହୁ ଯୁଗ୍ମସମ୍ପାଦକ ସୁକାନ୍ତି ସାହୁ ମହିଳା ସମ୍ପାଦକ ସବିତା ସାହୁ ,ମୀରାସାହୁ,ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ସଶକ୍ତିକରଣ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l

Advertisement