Saturday, September 26, 2026
ADVERTISEMENT
Home ଆଞ୍ଚଳିକ ସଡକ ଦୄଘଟଣା ଘଟଣାରେ ୧0ବର୍ଷର ଝିଅ ମୃତ

ସଡକ ଦୄଘଟଣା ଘଟଣାରେ ୧0ବର୍ଷର ଝିଅ ମୃତ

547
ADVERTISEMENT

ପାରଳାଖେମୁଣ୍ଡି,୧୪/୩,(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ପାରଳାଖେମୁଣ୍ତି ଥାନା ଅନ୍ତର୍ଗତ କତଲକଇଠା ଗାଁ ରେ ସଡକ ଦୄଘଟଣା ଘଟଣା ସ୍ଥଳରେ 10ବର୍ଷ ର ଝିଅ ମୃତ ଝିଅଟିର ନାମ ‐ ବି.ଲକ୍ଷ୍ମି ଗଜପତି ଜୀଲ୍ଲା ରାୟଗଡ ପଟୁ ପାରଳାଖେମୂଣ୍ତି ଆଶୂଥିବା ଏକ ଅମ୍ବୁଲାନ୍ସ ଝିଅଟି ଉପରେ ଚଢିଜିବା ଫଳରେ ଘଟଣା ସ୍ଥଳରେ ଝିଅଟି ତାର ପ୍ରାଣ ତ୍ଯାଗ କରିଥିଲା ଫଳରେ ଏହି ଘଟଣାକୁ ନେଇ ଗ୍ରାମ ବାଷି ରାସ୍ତା ରୋକ କରିଛନ୍ତି ବ୍ରହ୍ମପୁର ମୋହନା ପାରଳାଖେମୁଣ୍ତି ସଂଯୋଗ କରୂଥିବା ରାସ୍ତା ଅବରଧ ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି ? ଘଟଣା ସ୍ଥଳରେ ପୋଲିସ୍ ଖବର ପାଇ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ ରଖିଛି ?

Advertisement