Friday, November 6, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁରରେ ୪ ପାଳଗଦାରେ ଅଗ୍ନିକାଣ୍ଡ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ

ଜଗଦଳପୁରରେ ୪ ପାଳଗଦାରେ ଅଗ୍ନିକାଣ୍ଡ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ

362
ADVERTISEMENT

କୁକୁଡାଖଣ୍ଡି,୧୪/୩,(ଇ.ରଞ୍ଜନ): ଜଗଦଳପୁର ଗ୍ରାମରେ ଆଜି ଦିନ ଦ୍ବିପ୍ରହରରେ ଅଗ୍ନିକାଣ୍ଡ ଘଟି ୪ ପାଳ ଗଦାରେ ଅଗ୍ନିକାଣ୍ଡ ଘଟିଛି l ଗ୍ରାମର ପୂର୍ବତନ ସମିତିସଭ୍ୟ ରବୀନ୍ଦ୍ର ପାତ୍ରଙ୍କ ଖଳାରେ ଅଗ୍ନିକାଣ୍ଡ ଘଟିଛି ରବିପାତ୍ର ଜଣେ ଚାଷୀ ହୋଇଥିବାରୁ ତାଙ୍କ ଗୋରୁଗାଇଙ୍କୁ ପାଳ ଦେବା ପାଇଁ ରଖିଥିବା ୪ ଟି ଗଦା କରିଥିବା ପାଳରେ ନିଆଁ ଲାଗିରହିଥିବା ବେଳେ ରବିପାତ୍ର ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ ,ବ୍ରହ୍ମପୁର ଅଗ୍ନିଶମର ଦୁଇଟି ଗାଡି ଆସି ନିଆଁକୁ ଆୟତ କରିଥିଲେ l

Advertisement