Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଜନ ଶୁନ୍ୟ ମହେନ୍ଦ୍ରଗିରି !

ଜନ ଶୁନ୍ୟ ମହେନ୍ଦ୍ରଗିରି !

349
ADVERTISEMENT

ପାରଳାଖେମୁଣ୍ଡି,୧୨/୩,(ପ୍ରଭାତ କୁମାର ପାତ୍ର) : ଜନ ଶୁନ୍ୟ ମହେନ୍ଦ୍ରଗିରି, ମହାଶିବରାତ୍ରି ଜାଗର ଯାତ୍ରା ସକାସେ ପ୍ରତେକ ବର୍ଷ ଲକ୍ଷ୍ୟାଧିକ ଶ୍ରଧାଳୁଙ୍କ ସମାଗମ ହେଉଥିବା ବେଳେ କୋରନା କଟକଣା ଯୋଗୁଁ ଚଳିତ ବର୍ଷ ବିନା ଭକ୍ତରେ ପାଳନ ହେଉଛି ମହାଶିବରାତ୍ରି, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହ ପୋଲିସର କଡା ପ୍ରହରା ରହିଛି, ମହେନ୍ଦ୍ରଗିରିକୁ ଯୋଗା ଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିଛି ପ୍ରଶାସନ । କିନ୍ତୁ ପୁର୍ବ ବର୍ଷ ଭଳି ପରମ୍ପରା ଅନୁଯାୟୀ ସମସ୍ତ ରୀତିନୀତି ବିଧି ଅନୁସାରେ ପାଳନ କରାଯାଉଛି କେବଳ କୋରନା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ଗାଇଡଲାଇନ ପ୍ରକାରେ କଟକଣା ଜାରି କରାଯାଇଛି, ସେଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisement