ବର୍ଷାରେ କଲଭର୍ଟ ଧୋଇ ହୋଇଗଲା

174
ADVERTISEMENT

କନ୍ଧମାଳ,୭/୮ଏଜେନସି : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଆଜି ସକାଳୁ ସକାଳୁ ବାଲିଗୁଡା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବାବେଳେ କୋଟଗଡ ଓ ତୁମୁଡିବନ୍ଧ ବ୍ଲକର କୂତ୍ତମଗଡ ପଞ୍ଚାୟତର ସିଲ୍କିସୁଗା ଗାଁ ନିକଟରେ ଥିବା ଏକ ପୁରୁଣା କଲଭର୍ଟ ଧୋଇ ହୋଇ ଛାତ ଗଳିପଡି ଥିବାରୁ ପୋଲ ଆରପାରରେ ଥିବା ଦୁଇଟିଗ୍ରାମ ପଞ୍ଚାୟତର ସିର୍ଲା ଓ ପାରିଗଡ ଦୁଇଟି ପଞ୍ଚାୟତ  ବାହ୍ୟ ଜଗତରୁ ବିଛ୍ଛିନ ହେବା ସହ, ଶହ ଶହ ଆଦିବାସି ପରିବାର କେମିତି ନିଜର ଅଫିସ୍ କାମ ସହ ନିତ୍ୟ ଦିନ ବଜାର କୂତ୍ତମଗଡ ଆସିବେ ସେନେଇ ଚିନ୍ତାରେ ପଡିଛନ୍ତିଅଞ୍ଚଳବାସି ।

Advertisement