କୁକୁଡ଼ାଖଣ୍ଡି,୮/୩,(ଇ.ରଞ୍ଜନ) : ସଦରଥାନା ଅନ୍ତର୍ଗତ ଆକୁଂଶପୁର ଏସବିଆଇ ବ୍ୟାଙ୍କ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଗୋଟିଏ ଟ୍ରକ ର ଡ୍ରାଇଭର ଆହାତ ହୋଇ ଚିକିତ୍ସା ହେଉଥିବା ଜଣାପଡିଛି।(ୟୁପି୪୪ଏଟି୨୭୧୬)ଓ (ଓଡି୦୭ଏଏଚ୧୫୫୮)ବିପରିତ ଦିଗରୁ ଆସି ମୁହାଁମୁହିଁ ହୋଇଥିଲେ । ସଦରଥାନା ପୋଲିସ ଘଟଣାସ୍ଥଳେ ପହଞ୍ଚି ଟ୍ରକ ଜବତ କରି ତଦନ୍ତ ଚଲାଇଛି।


















