Friday, November 6, 2026
ADVERTISEMENT
Home ରାଜ୍ୟ ବଡ଼ଗାଁ ବନାଞ୍ଚଳ ପଞ୍ଚରା ସେକ୍ସନରେ ଗତ ସାତ ଦିନ ହେଲା ଜଙ୍ଗଲ ଜଳୁଛି

ବଡ଼ଗାଁ ବନାଞ୍ଚଳ ପଞ୍ଚରା ସେକ୍ସନରେ ଗତ ସାତ ଦିନ ହେଲା ଜଙ୍ଗଲ ଜଳୁଛି

502
ADVERTISEMENT

ସୁନ୍ଦରଗଡ଼,୬/୩,(ଡ଼ି.ଏଚ/ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ବଡ଼ଗାଁ ବନାଞ୍ଚଳ ପଞ୍ଚରା ସେକ୍ସନରେ କେହି ନିଆଁ ଲଗାଇ ଦେବାରୁ ଗତ ସାତ ଦିନ ହେଲା ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି । ବନବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ୨ଟି ଟିମ ଗଠନ କରାଯାଇଅଛି। ସେଠାରେ ମେସିନରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ଏହି ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ଏହାଫଳରେ ବନବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ ମଧ୍ୟ ଏହି ନିଆଁ ଲିଭାଇବାରେ ନାକେଦମ ହୋଉଛି।

Advertisement