Tuesday, September 8, 2026
ADVERTISEMENT
Home ଜିଲ୍ଲା କଟକ କଟକରୁ ବ୍ରାଉନ ସୁଗାର ଜବତ

କଟକରୁ ବ୍ରାଉନ ସୁଗାର ଜବତ

220
ADVERTISEMENT

କଟକ,୦୨/୦୩(ଡ଼ି.ଏଚ/ବ୍ୟୁରୋ): ପୁଣି କଟକରୁ ବ୍ରାଉନ ସୁଗାର ଜବତ ହୋଇଥିବାର ଖବର ମିଳିଛି। ଆଜି କଟକ ବାଲିଯାତ୍ରା ପଡ଼ିଆ ନିକଟରୁ ୨୨୫ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏହି ଘଟଣାରେ ଜଣକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବରର ବାସିନ୍ଦା ଅବଦୁଲ ହୁସେନ।

Advertisement