Monday, November 9, 2026
ADVERTISEMENT
Home ରାଜ୍ୟ କଂଗ୍ରେସ ଭବନ ପରିସରରେ ରଣକ୍ଷେତ୍ର

କଂଗ୍ରେସ ଭବନ ପରିସରରେ ରଣକ୍ଷେତ୍ର

165
ADVERTISEMENT

ଭୁବନେଶ୍ୱର,୨୫।୦୨(ଡ଼ି.ଏଚ/ବ୍ୟୁରୋ): କଂଗ୍ରେସ ଭବନ ପରିସରରେ ରଣକ୍ଷେତ୍ର । ଓବିସି ସେଲ୍‌ ବୈଠକ ପୂର୍ବରୁ ପାର୍ଟି ଅଫିସରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ । ଖବର ଅନୁଯାୟୀ, ଆଜି କଂଗ୍ରେସ ଭବନରେ ଓବିସି ସେଲ୍‌ ବୈଠକ ବସିବାର ଥିଲା । କିନ୍ତୁ କୌଣସି କାରଣ ଲାଗି ୨ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିବା ଫଳରେ କଂଗ୍ରେସ ଭବନରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ଓବିସି ସେଲ୍‌ ବୈଠକରେ ପୂର୍ବତନ ଅଧ୍ୟକ୍ଷଙ୍କୁ ବିରୋଧ କରି ଏହି ଗଣ୍ଡଗୋଳ ହୋଇଥିବା ସୂଚନା ।  

Advertisement