Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୁଣି ଆନ୍ଧ୍ର – ଓଡ଼ିଶା ସୀମାକୁ ନେଇ ବିବାଦ, ମୁହାଁ ମୁହିଁ ହୋଇଛନ୍ତି ଦୁଇ...

ପୁଣି ଆନ୍ଧ୍ର – ଓଡ଼ିଶା ସୀମାକୁ ନେଇ ବିବାଦ, ମୁହାଁ ମୁହିଁ ହୋଇଛନ୍ତି ଦୁଇ ଗ୍ରାମବାସୀ

176
ADVERTISEMENT

ପାରଳାଖେମୁଣ୍ଡି,୧୮/୦୨/୨୧(ପ୍ରଭାତ କୁମାର ପାତ୍ର) : ପୁଣି ଆନ୍ଧ୍ର – ଓଡ଼ିଶା ସୀମାକୁ ନେଇ ବିବାଦ, ମୁହାଁ ମୁହିଁ ହୋଇଛନ୍ତି ଦୁଇ ଗ୍ରାମବାସୀ, ତିତିଲି ମହାବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ବାରଘର ଗ୍ରାମବାସୀଙ୍କୁ ପାହାଡ ଶିଖରରୁ ଆଣି କଣ୍ଡମେରା ନିକଟରେ ନୁଆଁ ବାରଘର ଗ୍ରାମରେ ଥଇଥାନ ହୋଇ ରହିଆସୁଥିବା ବେଳେ ଓଡିଶା ଜମିକୁ ଜବରଦଖଲ କରିଛନ୍ତି ଆନ୍ଧ୍ର ଚାଷୀ ଜାହାର ପ୍ରତିବାଦ କରି ଆସୁଛନ୍ତି ଓଡିଶା ଗ୍ରାମ ବାସି ଆଜି ପୁଣି ମୁହାଁ ମୁହିଁ ହୋଇଛନ୍ତି ଦୁଇ ଗ୍ରାମବାସୀ । ଖବର ପାଇ ଘଟଣା ସ୍ଥଳ ଗସ୍ତ କରିଛନ୍ତି ପୋଲିସ ଓ ପ୍ରଶାସନିକ ଅଧିକାରୀ , ରାୟଗଡ ବ୍ଳକ ଅଧକ୍ଷ ଧନେଶ୍ବର ଭୁୟାଁଙ୍କ ଉପସ୍ଥିତିରେ ହୋଇଛି ଉତେଜନା । ସୀମା ବିବାଦ ସମ୍ପର୍କରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରତିକ୍ରିୟା , ଉକ୍ତ ବ ଅଞ୍ଚଳରେ ପୁର୍ବରୁ ମାପଜୁପ କରାଯାଇଛି ଯଦି ବିବାଦ ଦେଖାଦେଇଛି ତାହା ହେଲେ ପୁଣି ଉଭୟ ଜିଲ୍ଲାର ଅଧିକାରୀଙ୍କ ଉପସ୍ଥିତିରେ ପୁଣି ଜଏଣ୍ଟ ଡିମାଗ୍ରେସନ କରାଯିବ, ଉଭୟ ରାଜ୍ୟର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ବୈଠକ କରାଯାଇ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଚେଷ୍ଟା କରାଯାଉଛି।

Advertisement