Friday, November 6, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲାପାଳଙ୍କୁ ମରଣାନ୍ତକ ଆକ୍ରମଣ ।

ଜିଲ୍ଲାପାଳଙ୍କୁ ମରଣାନ୍ତକ ଆକ୍ରମଣ ।

189
ADVERTISEMENT

ଯାଜପୁର,୧୫/୦୨/୨୧(ଡ଼ି.ଏଚ/ବ୍ୟୁରୋ):ଦୁବୃର୍ତ୍ତଙ୍କ ଆକ୍ରମଣରେ ଯାଜପୁର ସହକାରୀ ଜିଲ୍ଲାପାଳ ତରଣୀସେନ ପଟ୍ଟନାୟକ ଆହତ ।ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାମ କରୁଥିବା ତରଣୀସେନ ପଟ୍ଟନାୟକ ଗତକାଲି ରାତିରେ ପରିବାର ସହ ଯାଜପୁର ଟାଉନସ୍ଥିତ ବାସଭବନକୁ ଫେରୁଥିବା ବେଳେ ସଦର ଥାନା କବୀରପୁର ଠାରେ ଆକସ୍ମିକ ଭାବେ ଦୁବୃର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରି ମାଡ ମାରିଥିଲେ। ଏଥିସହିତ ମୋବାଇଲ ଓ ଟଙ୍କା ଛଡାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Advertisement