Monday, September 28, 2026
ADVERTISEMENT
Home ଆଞ୍ଚଳିକ କଂଗ୍ରେସ ପକ୍ଷରୁ ମୋହନା ଓ ଲୁହାଗୁଡି ସମେତ ଭିବିନ ସ୍ଥାନରେ ବନ୍ଦ ପ୍ରବାଭ

କଂଗ୍ରେସ ପକ୍ଷରୁ ମୋହନା ଓ ଲୁହାଗୁଡି ସମେତ ଭିବିନ ସ୍ଥାନରେ ବନ୍ଦ ପ୍ରବାଭ

184
ADVERTISEMENT

ମୋହନା,୧୫/୦୨/୨୧(ମୋହନ ଗୌଡ଼) :ପେଟ୍ରୋଲ ଓ ଡିଜେଲ ଦରବୁଦ୍ଧି କୋଟିଆ କୃଷି ଆଇନ ଏବଂ ଓଡିଶାରେ ଆଇନଶୁଙ୍ଖଳା ଆଦି ପ୍ରସଙ୍ଗ ପ୍ରତିବାଦରେ ଆଜି କଂଗ୍ରେସ ତରଫରୁ ଓଡିଶା ବନ୍ଦ ଡାକରା ଅବସରରେ ମୋହନା ଠାରୁ ବ୍ରହ୍ମପୁର ଯାଉ ଥୁବା ମୁଖ୍ୟ ରାସ୍ତା ଅବରଧ କରିବା ସହ ଦୋକାନ ବଜାର ବନ୍ଧ ଦେଖିବାକୁ ମିଳିଥିଲା

Advertisement