Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ନିଶାଶକ୍ତ ଅବସ୍ଥାରେ ଟାଓ୍ବାରେ ଚଢିଲା ଯୁବକ !

ନିଶାଶକ୍ତ ଅବସ୍ଥାରେ ଟାଓ୍ବାରେ ଚଢିଲା ଯୁବକ !

191
ADVERTISEMENT

କୁକୁଡାଖଣ୍ଡି,୧୪/୦୨/୨୧(ଇ.ରଞ୍ଜନ) : ନିଶାଶକ୍ତ ଅବସ୍ଥାରେ ସଦର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମରେ ଜଣେ ଯୁବକ ମୋବାଇଲ ଟାୱର ଉପରେ ଛିଡ଼ା ହୋଇଛି । ଘଟଣା ସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପ୍ରଶାସନ ଉପସ୍ତିତ ରହି ସମସ୍ତ କାର୍ଯ୍ୟ ନିରୀକ୍ଷଣ କରୁଛନ୍ତି । ଓ ଯୁବକଙ୍କୁ ସୁରକ୍ଷିତ ଭାବରେ ଆଣିବା ପାଇଁ ପ୍ରୟାସ କରିଛନ୍ତି । ଯୁବକ ଜଣକ ଉକ୍ତ ଗ୍ରାମର ଜ୍ବାଇଁ ହୋଇଥିବା ବେଳେ ଶ୍ବଶୁର ଘରକୁ ବୁଲିବାକୁ ଆସିଥିଲେ । ଯୁବକ ଜଣକ ପ୍ରଚୁର ମଦ ପିଇ ଟାଓ୍ବାରରେ ଚଢିଯାଇଥିଲେ । ଅଗ୍ନିଶମ କମଚାରୀ ମାନେ ତାକୁଂ ଉଦ୍ଧାର କରିବାକୁ ଯିବାରୁ ଯୁବକ ଜଣକ ପୁରା ଶିଖରକୁ ଯାଇ ଆତ୍ମହତ୍ୟା କରିବାକୁ ଡରାଇଥିଲେ । ବହୁ ଉପ୍ତାପ୍ତ କରିବା ପରେ ରାତ୍ର ସମୟ ହେବାରୁ ପରେ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

Advertisement