ସ୍ବେଚ୍ଛାସେବୀ ଲାବଣ୍ୟ ପଣ୍ଡାଙ୍କ ତିରୋଧାନ ହୋଇଛି

325
ADVERTISEMENT

କଟକ ,୬/୮ଏଜେନସି : ସ୍ବେଚ୍ଛାସେବୀ ଲାବଣ୍ୟ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ଓ ଚିରଶlନ୍ତି ଶ୍ରଦ୍ଧାଞ୍ଜଳି । ଗତ୨୮ଜୁଲାଇ ତାରିଖରେ ତାଙ୍କର କାଳ ହୋଇଯାଇଛି , ସମସ୍ତ ପରିବାରଙ୍କ ଉପସ୍ଥିତରେ ସୁଚାରୂପରେ ଆଜି ୬ଅଗଷ୍ଟ ତାଙ୍କର ଦଶାହ କାର୍ଯ୍ୟ ଆରମ୍ଭ ହୋଇଛି । ଆମମାନଙ୍କ ଶ୍ରଦ୍ଧା, ଆଦର ମନରେ ଚିରଦିନ ସୃତି ହୋଇ ରହିବ । ତୁମର ଆଦର୍ଶ ଆମ ମାନକୁ ପ୍ରେରଣI ଯୋଗIଉଥିବ । ଆଜିର ଦିନରେ ଲାବଣ୍ୟ ପଣ୍ଡାଙ୍କ ସୃତିରେ ତାଙ୍କର ଅମର ଆତ୍ମାର ସଦଗତି ଓ ଚିରଶlନ୍ତି ପାଇଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏହିl ହିଁ ଆମର ବିନମ୍ର ପ୍ରାର୍ଥନା, କାମନା କରିଛନ୍ତି ।

Advertisement