Friday, November 6, 2026
ADVERTISEMENT
Home ରାଜ୍ୟ ଢେଙ୍କାନାଳ ପର୍ଜଙ୍ଗରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଗ୍ରିଲ୍ ତାଡ଼ିଲେ ଦୁର୍ବୃତ୍ତ

ଢେଙ୍କାନାଳ ପର୍ଜଙ୍ଗରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଗ୍ରିଲ୍ ତାଡ଼ିଲେ ଦୁର୍ବୃତ୍ତ

185
ADVERTISEMENT

ପର୍ଜଙ୍ଗ,୧୨/୦୨/୨୧(ଡ଼ି.ଏଚ/ବ୍ୟୁରୋ) :ପର୍ଜଙ୍ଗରେ ଗତକାଲି ଥିଲା ଉପ ନିର୍ବାଚନ। ପୁଲିସ ପ୍ରଶାସନ ନିର୍ବାଚନରେ ମାତିଥିବା ବେଳେ ଏହାର ସୁଯୋଗ ନେଇଛନ୍ତି ଦୁର୍ବୃତ୍ତ। ସେମାନେପର୍ଜଙ୍ଗ ଥାନା ପରମହଂସପୁରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଦାଦରାଘାଟି ଶାଖାର ଗ୍ରିଲ ତାଡ଼ିଛନ୍ତି । ଆଜି ସକାଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଏକଥା ଜାଣିବାକୁ ପାଇଥିଲେ। ଏନେଇ ପୁଲିସକୁ ସୂଚନା ଦିଆଯାଇଛି। ବ୍ୟାଙ୍କରୁ କେତେ କଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement