Friday, November 6, 2026
ADVERTISEMENT
Home ବଲାଙ୍ଗୀର ବାଲି ଚୋରାଚାଲାଣ ପ୍ରଶାସନ ଚୁପ୍ !

ବାଲି ଚୋରାଚାଲାଣ ପ୍ରଶାସନ ଚୁପ୍ !

718
ADVERTISEMENT

ବଲାଙ୍ଗୀର,୧୧/୦୨/୨୧(ସୁନୀଲ ତ୍ରିପାଠୀ) : ପ୍ରଶାସନର ଅବହେଳା ଯୋଗୁଁ ବିନା କାଗଜପତ୍ର ରେ, ବିନା ଶୁଳ୍କ ଦେୟରେ ସନଗୋଡ ନଦୀରୁ ଭୂତିଆରବାହାଳ ବ୍ରିଜ ନିକଟରୁ ପ୍ରତିଦିନ ଚାଲିଛି ବାଲି ଚୋରା ଚାଲାଣ। ଏପରି କି JCB ଯୋଗେ ହାୱାଇ ଟ୍ରକ୍ ରେ ଲୋଡ ହେଉଛି ବାଲି, ସ୍ଥାନୀୟ ଲୋକମାନେ କହିଛନ୍ତି ସମସ୍ତଙ୍କ ପାଇଁ ଖୋଲା। ତେବେ ପ୍ରଶ୍ନ ହେଉଛି କେତେକାଞ୍ଚଳରେ ପ୍ରଶାସନ ଟେଣ୍ଡର ଦେଉଛନ୍ତି, ତ କେତେକାଞ୍ଚଳରେ ଶୁଳ୍କ ଆଦାୟ କରୁଛନ୍ତି ତ ଆଉ କେଉଁ କେଉଁ ଅଞ୍ଚଳରେ ଜାଣୀ ନଜାଣିବା ଭଳି ଚୁପ୍ ରହିଛନ୍ତି।

Advertisement