Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ବିଦ୍ୟୁତ ସଟସର୍କିଟରେ ଜଳିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବିଦ୍ୟୁତ ସଟସର୍କିଟରେ ଜଳିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

170
ADVERTISEMENT

ପାରଳାଖେମୁଣ୍ଡି,୧୧/୦୨/୨୧(ପ୍ରଭାତ କୁମାର ପାତ୍ର) : ଜଳିଗଲା ଘରର ସମସ୍ତ ଆଶବାବ ପତ୍ର, ଅଳ୍ପକେ ବର୍ତ୍ତିଲେ ପରିବାର, ବିଦ୍ୟୁତ ସଟସାରକିଟ୍ରୁ ଅଗ୍ନିକାଣ୍ଡ, ଘଟଣା ଘଟିଛି ପାରଳାଖେମୁଣ୍ଡି ମୁନିସିପାଲିଟି କୈଠା ରେଲି ସାହିରେ, ସବ୍ ଜେଲ ପଛପଟ ଥିବା ଏହି ବସ୍ତିରେ ବିଦ୍ୟୁତ ସଟସାରକିଟ୍ରୁ ନିଆଁ ଲାଗି ଜିବା ଫଳରେ କୃଷ୍ଣ ମାଣିକଙ୍କ ଘରର ସମସ୍ତ ଆଶବାବ ପତ୍ର ଜଳି ଯାଇଛି , ଘବର ପାଇ ପହଞ୍ଚିଥିଲେ ମଧ୍ୟ ଅଣ ଓସାରିଆ ରାସ୍ତା ଯୋଗୁଁ ଦମକଳ ବାହିନି ଗାଡି ଯାଇ ପାରିନଥିଲା ଅଗ୍ନଶମ ବାହିନି ପହଞ୍ଚିବା ପୁର୍ବରୁ ସ୍ଥିନିୟ ଲୋକ ନିଆଁକୁ ଆୟତ କରିଛନ୍ତି ।

Advertisement