Friday, November 6, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ବ୍ଲକରେ କର୍ମଚାରି ସମେତ ଅଧକ୍ଷଙ୍କ ଟିକାକରଣ

କୁକୁଡାଖଣ୍ଡି ବ୍ଲକରେ କର୍ମଚାରି ସମେତ ଅଧକ୍ଷଙ୍କ ଟିକାକରଣ

206
ADVERTISEMENT

କୁକୁଡାଖଣ୍ଡି,୧୦/୦୨/୨୧(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ କୋଭିଟ ଟିକା ପ୍ରଦାନ କରାଯାଇଛି । ବ୍ଲକ କର୍ମଚାରୀ,ଆଇସିଡିଏସ କର୍ମଚାରୀ ମାନେ ଟିକା ଗ୍ରହଣ କରିଥିଲେ । ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ଟିକାକରଣର ଶୁଭାରମ୍ଭ କରିଥିଲେ । ଡଃ.ସନ୍ତୋଷ କୁମାର ସାହୁ,ଏବିଡିଓ ବିଜୟ କୁମାର ପ୍ରଧାନ,ସଚିନନ୍ଦନ ବିଷୋୟୀ,ଏଇ ସୁଜିତ କୁମାର ତହଲ,ସିଡିପିଓ କୁସୁମ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Advertisement