Saturday, November 7, 2026
ADVERTISEMENT
Home ରାଜ୍ୟ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ : ୫ ଗୁରୁତର

ଆମ୍ବୁଲାନ୍ସକୁ ପିଟିଲା ଟ୍ରକ : ୫ ଗୁରୁତର

187
ADVERTISEMENT

ମୟୂରଭଞ୍ଜ,୧୦/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସକୁ ପିଟିଲା ଟ୍ରକ। ଏହି ଦୁର୍ଘଟଣାରେ ୫ ଗୁରୁତର। ଗୁରୁତରଙ୍କୁ ଆଆରଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଙ୍ଗୀରପୋଷି ଘାଟିରେ ଏହି ଦୁର୍ଘଟଣା ଘଟିଛି। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହା ଜଣାପଡି ନାହିଁ। ଏଥିସହ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି, ତାହା ମଧ୍ୟ ଜଣାପଡି ନାହିଁ।

Advertisement