Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାରେ ୨ୟ ପର୍ଯ୍ୟାୟ ଟୀକା କରଣ

ଗଞ୍ଜାମ ଜିଲ୍ଲାରେ ୨ୟ ପର୍ଯ୍ୟାୟ ଟୀକା କରଣ

249
ADVERTISEMENT

ବ୍ରହ୍ମପୁର,୦୭/୦୨/୨୧(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟୀକା କରଣ ଆଜି ଠାରୁ ଆରମ୍ଭ ହୋଇଯାଇଛି ।ପୁରୁଷୋତ୍ତମପୁର ବ୍ଲକର ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଆଗଧାଡି କରୋନା ଯୁଦ୍ଧା ବିଡ଼ିଓ ବିଜୟ କୁମାର ବେହେରା,ତହସିଲଦାର ନୀତିଶ କୁମାର ତ୍ରିପାଠୀ ପ୍ରଥମେ ଟୀକା ନେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l ଏହାପରେ ପୁରୁଷୋତ୍ତମପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ର.ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଟୀକା ନେଇଥିଲେ । ବ୍ଲକ,ଏନଏସି.ତହସିଲ ଅଫିସର ‘୨୯୮ ଜଣ କର୍ମଚାରୀ ନାମ ପଞ୍ଜିକରଣ ଥିବା ବେଳେ୧୭୦ଜଣ ଟୀକା ନେଇଥିଲେ l ଟୀକାକରଣ କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଉପସ୍ଥିତ ଥିଲେ।

Advertisement