Monday, September 21, 2026
ADVERTISEMENT
Home ମୁଖ୍ୟ ଖବର ଢେଙ୍କାନାଳ ଆଦିବାସୀ ମହାସଙ୍ଘ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ଢେଙ୍କାନାଳ ଆଦିବାସୀ ମହାସଙ୍ଘ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

298
ADVERTISEMENT

ଢେଙ୍କାନାଳ ,୫/୮ଏଜେନସି : ଢେଙ୍କାନାଳ ଆଦିବାସୀ ବୃନ୍ଦ ଲେଖି ଜଣେଇବାର କାରଣ ଏହିକି ଯେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ଗୁରୁକୁଳ ଆଶ୍ରମକୁ ସରକାରଙ୍କ ତରଫରୁ ବନ୍ଦ କରିଦିଆଯାଇଛି ।ଏହି ଅନୁଷ୍ଠାନରେ ୧୩୦ ଜଣ ଆଦିବାସୀ ପିଲା ମାଗଣାରେ ପଢ଼ୁଥିବା ବେଳେ ଆଶ୍ରମ ବନ୍ଦ ହେବା ଯୋଗୁଁ ଏଥିରେ ପଢ଼ୁଥିବା ପିଲାମାନଙ୍କର ଭବିଷ୍ୟତ ଅନ୍ଧକାର ପାଲଟି ଯାଇଛି ।ତେଣୁ ବିନୀତ ଅନୁରୋଧ ୧୩୦ ଜଣ ଆଦିବାସୀ ପିଲାଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ବିଦ୍ୟାଳୟକୁ ପୁନର୍ବାର ଖୋଲି ଦିଆଯାଉ

Advertisement