କୁକୁଡାଖଣ୍ଡି,୦୫/୦୨/୨୧(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକରେ ନୂତନ ସିଡିପିଓ ଭାବେ କୁସୁମ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଔପଚାରିକ ଭାବେ ଯୋଗଦେବା ପୂର୍ବରୁ ଶୁକ୍ରବାର କାର୍ଯ୍ୟାଳୟ ପରିଦର୍ଶନ ରେ ଆସିଥିଲେ l ପୂର୍ବରୁ ଗଜପତି ଜିଲ୍ଲା ମୋହନା ବ୍ଲକରେ ସିଡିପିଓ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ କୁକୁଡାଖଣ୍ଡି ବଦଳି ହୋଇଥିଲା l ଶୁକ୍ରବାର ସନ୍ଧ୍ୟାରେ ପରିଦର୍ଶନରେ ଆସିଥିଲେ l ତାଙ୍କୁ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଅଙ୍ଗନବାଡି କର୍ମୀ ସଂଘ ବ୍ଲକ ସଭାପତି ମାଣିକେଶ୍ବରୀ ପଟ୍ଟନାୟକ ସମେତ ଅଙ୍ଗନବାଡି କର୍ମୀ ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ ।


















