Wednesday, August 19, 2026
ADVERTISEMENT
Home ରାଜ୍ୟ ମୁହଁତୋଡ଼ ଜବାବ, ଏବିଭିପି ପକ୍ଷରୁ ୫୦ ଫୁଟ୍‌ର ତ୍ରିରଙ୍ଗା ଶୋଭାଯାତ୍ରା

ମୁହଁତୋଡ଼ ଜବାବ, ଏବିଭିପି ପକ୍ଷରୁ ୫୦ ଫୁଟ୍‌ର ତ୍ରିରଙ୍ଗା ଶୋଭାଯାତ୍ରା

328
ADVERTISEMENT

ଭୁବନେଶ୍ୱର,(ଦୁନିଆ ହାଲ୍ ଚାଲ୍): ପୁଲ୍‌ୱାମାରେ ଆତ୍ମଘାତୀ ବିସ୍ଫୋରଣର ୧୨ ଦିନ ପରେ ମୁହଁତୋଡ଼ ଜବାବ ଦେଇଛି ଭାରତ। ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ଡେଇଁ ଆତଙ୍କବାଦୀଙ୍କ ବେସ୍‌କ୍ୟାମ୍ପକୁ ଧୂଳିସାତ କରିଛି। ପୁଲ୍‌ୱାମା ଆକ୍ରମଣରେ ସହିଦ୍‌ଙ୍କ ପରିବାରବର୍ଗଙ୍କ ସହ ଭାଙ୍ଗି ପଡ଼ିଥିବା ସମଗ୍ର ଦେଶବାସୀ ଏହାକୁ ସ୍ବାଗତ କରିଛନ୍ତି। ଏବଂ ଏବିଭିପି ପକ୍ଷରୁ ୫୦ ଫୁଟ୍‌ର ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ ହୋଇଛି ।

Advertisement