Friday, November 6, 2026
ADVERTISEMENT
Home ଆଞ୍ଚଳିକ ଏସ୍ପାଇର ସାଇନ୍ସ ପଇଁଟ ରେ ସାଧାରଣତନ୍ତ୍ର ଦିବସ ପାଳିତ

ଏସ୍ପାଇର ସାଇନ୍ସ ପଇଁଟ ରେ ସାଧାରଣତନ୍ତ୍ର ଦିବସ ପାଳିତ

161
ADVERTISEMENT

କୋଦଳା,୨୮/୦୧/୨୧ (ସୂର୍ଯ୍ୟନାରାୟଣ ବଡୁ ) :କୋଦଳା କୁମୁଟି ସାହି ସ୍ଥିତ ଏସ୍ପାଇର ସାଇନ୍ସ ପଇଁଟ ରେ 72ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ସକାଳ 7/30 ମିନଟ ସମୟ ରେ ପତ୍ତାକା ଉତ୍ତୋଳନ କରାଯାଇ ଥିବା ବେଳେ ଦିନସାରା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ବିଭାଗ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା ।

Advertisement