Tuesday, September 8, 2026
ADVERTISEMENT
Home ଜିଲ୍ଲା ଟୁକୁନି ସାହୁଙ୍କ ମହତ କାର୍ଯ୍ୟ

ଟୁକୁନି ସାହୁଙ୍କ ମହତ କାର୍ଯ୍ୟ

184
ADVERTISEMENT

ବଲାଙ୍ଗୀର,୨୩/୦୧/୨୧(ସୁନୀଲ ତ୍ରିପାଠ) : ଆଜି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ଜିଲ୍ଲା ପରିଷଦ ବୈଠକରେ ଯୋଗଦେଇ ଟିଟିଲାଗଡ଼ ଫେରୁଥିବା ସମୟରେ ବରଗାଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣେ ମହିଳାଙ୍କୁ ନିଜ ଗାଡ଼ିରେ ସଇଁତଳା ହସ୍ପିଟାଲକୁ ନେବା ସହିତ ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଲୋକଙ୍କୁ ଅନ୍ୟ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ କହିଥିଲେ l ହସ୍ପିଟାଲକୁ ନେବା ପରେ ନିଜେ ଉପସ୍ଥିତ ରହି ମହିଳାଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ l ପୂର୍ବରୁ ମଧ୍ୟ ଶ୍ରୀମତୀ ସାହୁ ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ଆଣି ମହିଳାଙ୍କ ଚିକିତ୍ସା କରାଇ ଚର୍ଚ୍ଚାରେ ଆସିଥିଲେ l

Advertisement