Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ

ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ

215
ADVERTISEMENT

ଭୁବନେଶ୍ୱର,୧୮/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ବିଶିଷ୍ଟ ସମାଜସେବୀ ଲଲିତ ନାୟକଙ୍କ ପରଲୋକ । ସାରା ଓଡିଶା ପାଇଁ ଅପୂରଣୀୟ କ୍ଷତି । ଦୁଃଖିଦରିଦ୍ରଙ୍କ ଦରଦୀ ବନ୍ଧୁ । ଶ୍ରମିକଙ୍କ ସାଥି । ସାଧାରଣ ଜନତାଙ୍କ ସ୍ୱର । କେହି ବିପଦ ଆପଦରେ ପଡିଲେ ସଂଗେ ସଂଗେ ପହଚିଂଯାଇ ସାହାଯ୍ୟ କରୁଥିଲେ ଲଲିତ । ରକ୍ତଦାନ କରିବା ସହିତ ରକ୍ତଦାନ ପାଇଁ ହଜାର ହଜାର ଲୋକଙ୍କୁ ଆଗକୁ ଅଣୁଥିଲେ । ଅନେକ ସମାଜସେବୀ, େସ୍ୱଚ୍ଛାସେବୀ ସୃଷ୍ଟି କରିଛନ୍ତି ସେ । ସମାଜସେବାକୁ ସମୟ ଦେବା ପାଇଁ ଆଜୀବନ ଅବିବାହିତ ରହିଥିଲେ ସମାଜସେବୀ ଲଲିତ ନାୟକ । ଆପଣଙ୍କୁ ଦୁନିଆ ହାଲଚାଲ ତରଫରୁ ଅଶ୍ରୁଳ ଶ୍ରଦ୍ଧାଜଂଳୀ ।

Advertisement