Friday, November 6, 2026
ADVERTISEMENT
Home ରାଜ୍ୟ ସୋନପୁର ପାତାଳୀ ଶ୍ରୀକ୍ଷେତ୍ରେ ଖୁଲା ଟ୍ରାନ୍ସଫରମର

ସୋନପୁର ପାତାଳୀ ଶ୍ରୀକ୍ଷେତ୍ରେ ଖୁଲା ଟ୍ରାନ୍ସଫରମର

199
ADVERTISEMENT

ସୋନପୁର,୧୦/୦୧/୨୧(ସୁନୀଲ ତ୍ରିପାଠୀ) : ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର , ସୋନପୁର ଜିଲ୍ଲା ପାତାଳୀ ଠାରେ ବିଦ୍ୟୁତ୍ ବିଭାଗ ଦ୍ଵାରା ଲଗା ଯାଇଛି ଖୋଲା ଟ୍ରନ୍ସଫରମର ଅବସ୍ଥାପିତ । ଦୈନିକ ହଜାର ହଜାର ଜଗନ୍ନାଥ ପ୍ରେମୀ ଠାକୁର ଦର୍ଶନ ପାଇଁ ଏଠାକୁ ଆସନ୍ତି । ତା ସଂଗେସଂଗେ ଏ ମୁକ୍ତ ବିଦ୍ୟୁତ୍ ବିତରଣ ଉପକରଣ ଦ୍ଵାରା ଖୁବ୍ ସୁନ୍ଦର ବିଦ୍ୟୁତ୍ ବିତରଣ ଯୋଜନା ସମ୍ପର୍କରେ ଅବଗତ ହୁଅନ୍ତି। ବୋଧେ ସ୍ଥାନର ନାମ ସିନା ପାତାଳୀ , ୱେସ୍କୋ ଦ୍ଵାରା ଏଠି ସ୍ୱର୍ଗକୁ ଯିବାକୁ ଖୁଲମ୍ ଖୁଲ୍ଲା ବ୍ୟବସ୍ଥା ହେଇଚି କି ? ଏଠି ପ୍ରଶ୍ନ କଣ ବିନା ଯୋଜନାରେ କଣ ଟ୍ରନ୍ସଫରମର ଅବସ୍ଥାପିତ କରାଯାଉଛି କି ? ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା ଏଥି ପ୍ରତି ସଠିକ ପ୍ରଣାଳୀରେ ତଦନ୍ତ କରାଯିବା ଉଚିତ ।

Advertisement