ADVERTISEMENT
Home ଆଞ୍ଚଳିକ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ

ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ

218
ADVERTISEMENT

ପାରଳାଖେମୁଣ୍ଡି,୩୧/୧୨(ପ୍ରଭାତ କୁମାର ପାତ୍ର) : ଜଳ ବିଭାଜିକା କାର୍ଯ୍ୟାଳରେ ରାତ୍ରୀ ଜଗୁଆଳି ଭାବେ କାର୍ଯ୍ୟରତ ଥିବା ଅଟଳ ବିହାରୀ ନାୟକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ। ସଜନା ଛୁଇଁ ତୋଳିବା ପାଇଁ ଅଫିସ କାର୍ଯ୍ୟାଳୟ ଉପରେ ଚଢିଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ଭାବରେ ଆହାତ ହୋଇଥିଲେ, ଚିକିତ୍ସା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ
ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ।

Advertisement