ଫନି ଗଲାଣି ମାସ ମାସ ହେଲାଣି ; ଢେଙ୍କାନାଳର ଏକ ଛକରେ ସିଗ୍- ନାଲ ଖୁଣ୍ଟିଟି ଝୁଲି ରହିଛି ଏପର୍ଯ୍ୟନ୍ତ

372
ADVERTISEMENT

ଢେଙ୍କାନାଳ ,୦୩/୦୮(ନରେନ୍ଦ୍ର ଜେନା ): ଫନି ଗଲାଣି ମାସ ମାସ ହେଲାଣି କିନ୍ତୁ ଢେଙ୍କାନାଳ ନୂଆଶାସନ ଛକ ନିକଟରେ ବାତ୍ୟାରେ ଉପୁଡି ପଡିଥିବା ଟ୍ରାଫିକ ସିଗ୍-ନାଲ ଖୁଣ୍ଟିଟି ଏପର୍ଯ୍ୟନ୍ତ ପଡ଼ିରହିଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି ।

Advertisement