Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଆଜି ରାଜ୍ୟରେ ୨୬୩ ନୂଆ କରୋନା ରୋଗୀ ଚିହ୍ନଟ

ଆଜି ରାଜ୍ୟରେ ୨୬୩ ନୂଆ କରୋନା ରୋଗୀ ଚିହ୍ନଟ

171
ADVERTISEMENT

ଭୁବନେଶ୍ୱର ,୨୯/୧୨(ଡ଼ି.ଏଚ/ବ୍ୟୁରୋ) :ଆଜି ରାଜ୍ୟରେ ୨୬୩ ନୂଆ କରୋନା ରୋଗୀ ଚିହ୍ନଟ । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୧ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨ ଆକ୍ରାନ୍ତ । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୧ କୁ ବୃଦ୍ଧି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଜାରି । କରୋନାରେ ପୁଣି ୪ ଜଣଙ୍କ ମୃତ୍ୟୁ । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୬୮କୁ ବୃଦ୍ଧି ହୋଇଛି ।

Advertisement