ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫0 ଜଣ ଛାତ୍ରୀଙ୍କୁ ‘ଏନ.ସି.ସି’ ଟ୍ରେନିଙ୍ଗ

146
ADVERTISEMENT

ଢେଙ୍କାନାଳ,୦୩/୦୮ ଏଜେନସି : ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ୫0 ଜଣ ଛାତ୍ରୀ ‘ଏନ.ସି.ସି’ ରେ ଅଛନ୍ତି । ମାନସୀ ବଳା ମହନ୍ତଙ୍କ ତତ୍ୱାବଧାନରେ ପ୍ରତି ଶୁକ୍ରବାର ଓ ଶନିବାର ଏଠାରେ ଛାତ୍ରୀମାନଙ୍କୁ ‘ଏନ.ସି.ସି’ର ଟ୍ରେନିଙ୍ଗ ଦୁଇ ଘଣ୍ଟା ଲେଖାଏ ଦିଆଯାଏ । କାମାଣ୍ଡିଙ୍ଗ ଅଫିସର ବି.କେ ହଜାରିକାଙ୍କ ନିର୍ଦ୍ଧେଶ ରେ ପ୍ୟାରେଡ ପ୍ରଶିକ୍ଷକ ମାନସିଂ ଖଡକ ଆସି ଟ୍ରେନିଙ୍ଗ ଦିଅନ୍ତି ।

Advertisement