Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଫଳ ବଜାରରେ ନିଅଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷତି

ଫଳ ବଜାରରେ ନିଅଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷତି

202
ADVERTISEMENT

ବଲାଙ୍ଗୀର,୧୮/୧୨,(ସୁନୀଲ ତ୍ରିପାଠୀ) : ଗତକାଲି ରାତିରେ ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ନିକଟ ଫଳ ବଜାରରେ ଅଗ୍ନିକାଣ୍ଡ ଘଟିଛି। ୬/୭ ଜଣ ଗୁରୁତର ଥିବା ଖବର ମିଳିଥିବା ବେଳେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ଅଛି।

Advertisement