ADVERTISEMENT
Home ଆଞ୍ଚଳିକ ଟ୍ରାକ୍ଟର ମାଲିକ ସଂଘ ମିଳିତ ସଭା

ଟ୍ରାକ୍ଟର ମାଲିକ ସଂଘ ମିଳିତ ସଭା

223
ADVERTISEMENT

ପାରଳାଖେମୁଣ୍ଡି ,୧୭/୧୨(ପ୍ରଭାତ କୁମାର ପାତ୍ର ) : ଟ୍ରାକ୍ଟର ମାଲିକ ସଂଘ ବାନ୍ଧିଲେ ମେଳି, ଘର ତିଆରି ସାମଗ୍ରୀର ପରିବହନ ସମୟରେ ପ୍ରଶାସନ ଓ ପୋଲିସର ମାତ୍ରାଧିକ ଫାଇନ ଆଦାୟ ସାଙ୍ଗକୁ ଅଟକ ଗାଡିର ଡ୍ରାଇଭର ମାନଙ୍କୁ ଗିରଫ ପ୍ରତିବାଦ କରି ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିବା ଫଳରେ ଗତ ଏକ ସପ୍ତାହ ଧରି ଜିଲ୍ଲାରେ ସମସ୍ତ ଟ୍ରାକ୍ଟର ବନ୍ଦ ରହିଥିବା ବେଳେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଉଦ୍ୟମ ଶହ ଟ୍ରାକ୍ଟର ମାଲିକ ଏକତ୍ରିତ ହୋଇଥିଲେ ସମସ୍ୟାର ସମଧାନ ଜିଲ୍ଲାପାଳ ଓ ଏସ୍ପିଙ୍କ ଉପସ୍ଥିତିରେ ମାଲିକ ସଂଘର ପ୍ରତିନିଧିଙ୍କ ସହ ଚାଲିଛି ଆଲୋଚନା ।

Advertisement