Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୁଣି ଭିଜିଲାନ୍ସ ଜାଲରେ ଶିକ୍ଷକ,ସହକାରୀ ଯନ୍ତ୍ରୀI

ପୁଣି ଭିଜିଲାନ୍ସ ଜାଲରେ ଶିକ୍ଷକ,ସହକାରୀ ଯନ୍ତ୍ରୀI

198
ADVERTISEMENT

ଭୂବନେଶ୍ୱର,୧୫/୧୨(ଡ଼ି.ଏଚ ବ୍ୟୁରୋ):ପୁଣି ଭିଜିଲାନ୍ସ ଜାଲରେ ଶିକ୍ଷକ I ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ I ଭିଜିଲାନ୍ସ ଟିମ୍ ଏକକାଳୀନ ପାରଳାଖେମୁଣ୍ଡି ସହରର ୮ଟି ସ୍ଥାନରେ ଚଢାଉ ଆରମ୍ଭ କରିଥିବା ସୂଚନା । ସେହିଭଳି ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ପ୍ରଧାନଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଥିବା ସୂଚନା।

Advertisement