ଭୁବନେଶ୍ୱର ,୦୨/୦୮(ନରେନ୍ଦ୍ର ଜେନା): ପାର୍ଲିଆମେଣ୍ଟ ଉଭୟ ଗୃହରେ ଶ୍ରମ ଆଇନ ସଂଶୋଧନ ବିଲ ୨୦୧୯ରେ ଗୃହୀତ ହୋଇ ସାରିଛି ।ଏହା ଏକ ମାଲିକ ସପକ୍ଷ ବାଦି ଶ୍ରମ ଆଇନ ସଂଶୋଧନ । ଦୀର୍ଘ ବର୍ଷର ସଂଘର୍ଷର ଫଳ ସ୍ୱରୂପ ସ୍ୱାଧୀନ ଭାରତର ସମ୍ବିଧାନରେ ଶ୍ରମିକ ଶ୍ରେଣୀ ପାଇଁ ଦିଆ ଯାଇଥିବା ଫସିବାଦ ଛଡାଇ ନେଇଛନ୍ତି । ଦେଶର ଅସଲ ସମସ୍ୟା ବେକାରୀ ,ଦରବୃଦ୍ଧି,କୃଷକ ଆତ୍ମହତ୍ୟା ,ବଢୁଥିବା ବେଳେ ତାକୁ ସମ୍ମିଳିତ ଉଦ୍ୟମ ଜାରିରହିବ । ତେଣୁ ୨ ଅଗଷ୍ଟ ୨୦୧୯ ଦେଶବ୍ୟାପି ପ୍ରତିବାଦ ଆନ୍ଦଳନ ଆରମ୍ଭ ।ଏହି ପରିପେକ୍ଷୀରେ ଶ୍ରମ ଆଇନ ସଂଶୋଧନ ,ସର୍ବନିମ୍ନ ମଜୁରୀ ୨୦ ହଜାର ଟଙ୍କା ଓ ସାମଜିକ ସୁରକ୍ଷା ଆମର ଦାବି , ଶ୍ରମିକକୁ କ୍ରୀତଦାସ କରିବା ଚଳିବ ନାହିଁ ।