Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ହାଜତ ମୃତ୍ୟୁ ମାମଲା : ବୀରମିତ୍ରପୁର IIC ନିଲମ୍ବିତ

ହାଜତ ମୃତ୍ୟୁ ମାମଲା : ବୀରମିତ୍ରପୁର IIC ନିଲମ୍ବିତ

179
ADVERTISEMENT

ବୀରମିତ୍ରପୁର,୨୧/୧୧,(ଡ଼ି.ଏଚ,ବ୍ୟୁରୋ) : କେବଳ ପୁରୀ ହାଜତ ମୃତ୍ୟୁ ମାମଲାରେ ନୁହେଁ, ସୁନ୍ଦରଗଡ଼ ବୀରମିତ୍ରପୁର ଘଟଣାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ ପରେ ରାଜ୍ୟ ସରକାର। ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରିଛନ୍ତି। ଏଥିସହିତ ପୁରୀ ବାସେଳିସାହି ଥାନା ଏସ୍‌ଆଇଙ୍କ ସମେତ ୨ କନଷ୍ଟେବଲ ମଧ୍ୟ ନିଲମ୍ବିତ ହୋଇଛନ୍ତି। ସେହିପରି ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ମଧ୍ୟ ଥାନା IIC ସ୍ମୃତିପ୍ରଭା ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି। ଦାୟିତ୍ୱ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଚିକିରିରୁ ନିଲମ୍ବନ ଆଦେଶ ଦେଇଛନ୍ତି ପୋଲିସ ଡିଜି ।

Advertisement