Thursday, November 5, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ସହରରୁ ଓଡ଼ିଆ ଓ ତେଲୁଗୁ ଫିଲ୍ମ ଶୁଭଉଦ୍ଘାଟନ ଶିବାରୁଦ୍ର ନାମକରଣ ପୋଷ୍ଟରର ଉନ୍ମଚନ

ବ୍ରହ୍ମପୁର ସହରରୁ ଓଡ଼ିଆ ଓ ତେଲୁଗୁ ଫିଲ୍ମ ଶୁଭଉଦ୍ଘାଟନ ଶିବାରୁଦ୍ର ନାମକରଣ ପୋଷ୍ଟରର ଉନ୍ମଚନ

288
ADVERTISEMENT

ବ୍ରହ୍ମପୁର, ୨୦/୧୧(ଇ.ରଞ୍ଜନ) : ବ୍ରହ୍ମପୁର ସହରର ଓଡ଼ିଆ ଯୁବ ଙ୍କୁ ନେଇ ତେଲୁଗୁ ଓ ଓଡ଼ିଆ ଦୁଇଟି ଭାଷାରେ ଫିଲ୍ମ ନିର୍ମାଣ କରାଯିବାର ଆୟୋଜନ କରାଯାଇଛି ଏହାର ମୁଖ୍ୟ ଭୂମିକା କମଳା ଏଣ୍ଟେlଟେନମେଣ୍ଟ ଏଡ଼ ଶିବା ସତ୍ୟମ ପ୍ରଡଆକ୍ସନ ଗ୍ରହଣ କରିଛି lଏହା ତରଫରୁ ଗୁରୁବାର ସନ୍ଧ୍ୟା ସମୟରେ ସହରର ଗାନ୍ଧୀ ନଗର ସ୍ଥିତ ମୋତି ହୋଟେଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଉଦ୍ଘାଟନ କରିବା ସହ ଫିଲ୍ମର ଓଡ଼ିଆ ଓ ତେଲଗୁ ନାମକରଣ ପୋଷ୍ଟରକୁ ଉନ୍ମଚନ କରିଛନ୍ତି ସାଂସଦ ଗଞ୍ଜାମ ଜିଲ୍ଲା କଳା ସଂସ୍କୃତିକ କାର୍ଯ୍ୟର ଫେଣ୍ଟସ୍ଥଳ ରହିଥିବାରୁ ବିଭିନ୍ନ କଳା ଲୋକଙ୍କ ଦୃଷ୍ଟିଗୋଚର ହୋଇଛି କିନ୍ତୁ ବ୍ରହ୍ମପୁର ସହରରେ ପ୍ରଥମଥର ପାଇଁ ବ୍ରହ୍ମପୁର ଯୁବକଙ୍କୁ ନେଇ ଦୁଇଟି ଭାଷାରେ ଶିବାରୁଦ୍ର ଭଗବାନ ଶିବଙ୍କ ଦୁଇଟି ନାମରେ ଫିଲ୍ମ ନିର୍ମାଣ ଆୟୋଜନ କୁ ନେଇ ନିଜେ ଖୁସି ମନସ୍ତ କରିଥିବା ସହ ଦର୍ଶକ ମଧ୍ୟ୍ୟ ଖୁସିଜାହିର କରିବେ ବୋଲି ଲୋକ ଶୋଭା ସଦସ୍ୟା ଦୃଢ଼କ୍ତି ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ବା ଉକ୍ତ ସିନେମାର ଏଲ.ଇଡି କେରେକ୍ଟର ଭାବେଥିବା ଓଡ଼ିଆ ସିନେମା ଜଗତର ଅଭିନେତା ଶ୍ରୀତମ ଦାଶ ଯୋଗଦେଇ ସହରରୁ ପ୍ରଥମଥର ପାଇଁ ଫିଲ୍ମନାମ ଉନ୍ମଚନ ହୋଇ ଫିଲ୍ମ ନିର୍ମାଣ ଆୟୋଜନକୁ ନେଇ ପ୍ରଶଂସା ସାଉଁଟିଥିଲେ ଏହି ଫିଲ୍ମରେ ସାଂସାରିକ, ଆଧ୍ୟାତ୍ମିକ, କିଛି ମନୋରଞ୍ଜନ ମାରପିଟ ଭଳି ଟିଭି ସ୍କିନପରଦାର ଦୃଶ୍ୟ ଦର୍ଶକଙ୍କ ମନଛୁଇଁଲା ଭଳି ନିର୍ମାଣ କରାଯିବ ଏହି ଫିଲ୍ମ ଆନ୍ଦ୍ରପ୍ରଦେଶ ସହ ଓଡିଶାରେ ମଧ୍ୟ ନାଟକିୟ ଶୂଟିଙ୍ଗ ଦୃଶ୍ୟ କଏଦ କରାଯିବ l ଏହି ଫିଲ୍ମ ବ୍ରହ୍ମପୁର ପଡସି ଆନ୍ଦ୍ରପ୍ରଦେଶର ଫିଲ୍ମ ନିର୍ଦ୍ଦେସନାରେ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ପ୍ରକାଶ ପାଇଛି l ଉକ୍ତ ସିନେମାର ତେଲୁଗୁ ଓଡ଼ିଆ ଦୁଇଟି ଚଳଚ୍ଚିତ୍ରରେ ହିରୋ ଭାବେ କାର୍ଯ୍ୟସମ୍ପାଦନ କରିବେ ବ୍ରହ୍ମପୁର ଯୁବକ ଲକ୍ଷ୍ମଣ(ରାଜନ ଯାଦବ) ଉକ୍ତ ଫିଲ୍ମର ପ୍ରଯୋଜକ ବ୍ରହ୍ମପୁରର ଦୀପକ କୁମାର ରାଓ,ସଂଗୀତତାଳରେ ଜି.ଯେ କୀର୍ତ୍ତି ଭାଶନ, ଅଭିନୟରେ ଚିଟି ସମସ୍ତଙ୍କ ମିଳିତରେ ଫିଲ୍ମ ନିର୍ମାଣ ଆଗେଇ ଆସିଥିବାରୁ ସମସ୍ତଙ୍କୁ କର୍ପୋରେଟର ଆର.ମୁରଲୀ ମୋହନ ଧନ୍ୟବାଦ ଅର୍ପଣ କରି ଆସନ୍ତା ଦିନରେ ଆସୁଥିବା ଫିଲ୍ମ କୁ ସ୍ୱାଗତ କରିଛନ୍ତି l

Advertisement