Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଗୋରୁ ଚୋରା ଚାଲାଣ ହେଉଥିବା ୧୬ ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ

ଗୋରୁ ଚୋରା ଚାଲାଣ ହେଉଥିବା ୧୬ ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ

368
ADVERTISEMENT

ବାଲେଶ୍ୱର,୦୨/୦୮ ଏଜେନସି : ବାଲେଶ୍ୱର ଜିଲା ବାହାନଗା ବ୍ଳକ୍‌ ଗୋପାଳପୁର ଫାଣ୍ଡି ପୋଲିସ ବୁଧବାର ୨ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ଜବତ କରି ସେଥିରେ ଗୋରୁ ଚୋରା ଚାଲାଣ ହେଉଥିବା ୧୬ ଗୋରୁଙ୍କୁ ଉଦ୍ଧାର କରିଛି । ଗାଡିରେ ଥିବା ୨ ଡ୍ରାଇଭର ଓ ଜଣେ ହେଲପରଙ୍କୁ ଗିରଫ କରାଯାଇଛି। ତାଳପଦା ଅଞ୍ଚଳରୁ ଏହି ଗୋରୁଙ୍କୁ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା ।

Advertisement