ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ରା.ଉଦୟଗିରିରେ ପୋଲିସ ଏବଂ ଅବକାରୀ ବିଭାଗ ଚଢ଼ାଉ ୧୨ କୋଟିର ଗଞ୍ଜେଇ ଗଛ...

ଗଜପତି ଜିଲ୍ଲା ରା.ଉଦୟଗିରିରେ ପୋଲିସ ଏବଂ ଅବକାରୀ ବିଭାଗ ଚଢ଼ାଉ ୧୨ କୋଟିର ଗଞ୍ଜେଇ ଗଛ ନଷ୍ଟ

228
ADVERTISEMENT

ମୋହନା,୧୮/୧୧( ମୋହନ ଗୌଡ଼) : ଏସ୍ପି ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ରା ଉଦୟଗିରି ଥାନା ଅଧିକାରୀ ମମତା ନାୟକ ନୂଆଗଡ ଅତିରିକ୍ତ ତହସିଲଦାର ଆଶିଷ ପ୍ରଧାନ ପାରଳାଖେମୁଣ୍ଡି ଅବକାରୀ ବିଭାଗ ର କର୍ମଚାରୀ ଚଢ଼ାଉ କରି ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତ ତିଲ୍ଲୀକର ଗ୍ରାମ ଜଙ୍ଗଲରେ ଚଢ଼ାଉକରି ୬0 ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଏକ ଲକ୍ଷରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି ଆନୁମାନିକ ମୂଲ୍ୟ ୧୨ କୋଟି ୫0 ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ମମତା ନାୟକ ସୂଚନା ଦେଇଛନ୍ତି ।

Advertisement