Thursday, November 5, 2026
ADVERTISEMENT
Home ମୁଖ୍ୟ ଖବର ଗଣଶିକ୍ଷା ମନ୍ତ୍ରୀ:ବିଳମ୍ବ ହେଲେ ବି ମ୍ୟାଟ୍ରିକ ଓ ଯୁକ୍ତ୨ ପରୀକ୍ଷା ନିଶ୍ଚିତ ହେବ

ଗଣଶିକ୍ଷା ମନ୍ତ୍ରୀ:ବିଳମ୍ବ ହେଲେ ବି ମ୍ୟାଟ୍ରିକ ଓ ଯୁକ୍ତ୨ ପରୀକ୍ଷା ନିଶ୍ଚିତ ହେବ

205
ADVERTISEMENT

ଭୁବନେଶ୍ବର,୧୮/୧୧(ଡ଼ି.ଏଚ,ବ୍ୟୁରୋ) : ଚଳିତ ଶିକ୍ଷା ବର୍ଷରେ ନିଶ୍ଚିତ ଭାବରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ହେବ । ପରୀକ୍ଷାରେ ସାମାନ୍ୟ ବିଳମ୍ବ ହୋଇପାରେ କିନ୍ତୁ ପରୀକ୍ଷା ନିଶ୍ଚିତ ଭାବରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସର୍ବନିମ୍ନ ୩ ମାସ ପାଠ ପଢାପରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ହେବ । ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତି, ତେବେ ପରୀକ୍ଷା ବନ୍ଦ କରାଯାଇପାରେ । ମାତ୍ର ପରୀକ୍ଷା ବନ୍ଦ ନେଇ ଓଡ଼ିଶା ସରକାର କୌଣସି ନିଷ୍ପତ୍ତି ନେବେ ନାହିଁ । କାରଣ ପରୀକ୍ଷା ବନ୍ଦ ହେଲେ ପିଲାମାନେ ଗୋଟିଏ ବର୍ଷ ପଛେଇଯିବେ । ଅନ୍ୟପକ୍ଷରେ ଆସନ୍ତା ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ନେଇ ବିଚାର କରାଯିବ ବୋଲି ସେ କହିଛନ୍ତି ।

Advertisement