Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଡିସେମ୍ବରରେ ସୁନା ଦର ବଢିବାର ସମ୍ଭାବନା ଅଛି

ଡିସେମ୍ବରରେ ସୁନା ଦର ବଢିବାର ସମ୍ଭାବନା ଅଛି

ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଏବେ ହେଉଛି ସବୁଠୁ ଭଲ ସମୟ

214
ADVERTISEMENT

ଭୁବନେଶ୍ୱର,୧୬/୧୧(ଡ଼ି.ଏଚ,ବ୍ୟୁରୋ) : ଫେଷ୍ଟିଭ୍‌ ସିଜନରେ ସୁନାର ଡିମାଣ୍ଡ ଯେଉଁଭଳି ଭାବରେ ରହିବା ନେଇ ବ୍ୟବସାୟୀମାନେ ଆଶା କରିଥିଲେ, ତାହା ଦେଖିବାକୁ ମିଳିନଥିଲା। ଚଳିତ ବର୍ଷ ଅଗଷ୍ଟରେ ସୁନା ଦର ହ୍ରାସର ପ୍ରଭାବ ଫେଷ୍ଟିଭ୍‌ ସିଜନ୍‌ରେ ଦେଖିବାକୁ ମିଳିଛି। ଆପଣ କମ୍‌ ଦାମରେ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଏବେ ହେଉଛି ସବୁଠୁ ଭଲ ସମୟ। ଯଦି ଆପଣଙ୍କ ଘରେ ଆଗକୁ କିଛି ବିବାହ କାର୍ଯ୍ୟକ୍ରମ ଅଛି, ତା’ହେଲେ ଏବେଠୁ କମ୍‌ ଦାମରେ ସୁନା, ରୂପା କିଣି ଦିଅନ୍ତୁ। ଏକ୍ସପର୍ଟଙ୍କ ଆକଳନ ଅନୁସାରେ ଡିସେମ୍ବରରେ ସୁନା ଦରରେ ଆଶାତୀତ ବୃଦ୍ଧି ଦେଖିବାକୁ ମିଳିପାରେ। ତଦନ୍ତ ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୭୫୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୩,୬୧୦ଟଙ୍କା ରହିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର ୬୫-୬୭ ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ।

Advertisement