Friday, November 6, 2026
ADVERTISEMENT
Home ରାଜ୍ୟ ଭୁବନେଶ୍ୱରରୁ ଚୋରି ହୋଇଥିବା ବସ୍‌ ବ୍ରହ୍ମପୁରରୁ ମିଳିଲା

ଭୁବନେଶ୍ୱରରୁ ଚୋରି ହୋଇଥିବା ବସ୍‌ ବ୍ରହ୍ମପୁରରୁ ମିଳିଲା

189
ADVERTISEMENT

ଭୁବନେଶ୍ୱର,୧୫/୧୧ (ଡ଼ି.ଏଚ,ବ୍ୟୁରୋ) :: ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ବସ୍ ବ୍ରହ୍ମପୁରରୁ ଠାବ ହୋଇଛି। ବଡ଼ ବଜାର ପୋଲିସ ବସ୍‌କୁ ଠାବ କରିଥିଲେ ବି ଚୋର ଧରା ପଡ଼ି ନାହିଁ। ବସଟି ବ୍ରହ୍ମପୁର ପୋଲିସ ଅଧୀନରେ ଅଛି । ତେବେ ବସ୍‌ଟିକୁ କିଏ ଚୋରି କରିଛି, କେଉଁ ଉଦ୍ଦେଶ୍ୟରେ ଚୋରି କରିଥିଲା, ତାହାର ଖୋଳତାଡ଼ କରୁଛି । ଅନ୍ୟପକ୍ଷରେ ବରମୁଣ୍ଡାରୁ ବାରମ୍ବାର ବସ୍ ଚୋରି କରି ଦୂର ଦୂରାନ୍ତ ଜାଗାରେ ଛାଡ଼ି ପଳାଉଥିବା ସେହି ଦୁର୍ବୃତ୍ତର କାମ କି ଅନ୍ୟ କେହି ଚୋରି କରିଥିଲା ତାହାର ତଦନ୍ତ ଜାରି ରହିଛି।

Advertisement