ADVERTISEMENT
Home ମୁଖ୍ୟ ଖବର ମଶା ଧୂପରୁ ନିଆଁ ଲାଗି ଯବାନ ଆହତ

ମଶା ଧୂପରୁ ନିଆଁ ଲାଗି ଯବାନ ଆହତ

202
ADVERTISEMENT

ଭୁବନେଶ୍ୱରେ,୯/୧୧(ଡ଼ି.ଏଚ,ବ୍ୟୁରୋ) : ଡ୍ୟୁଟିରେ ଥିବାବେଳେ( ଓ.ଏସ.ଏ.ପି)ର ୩ଜଣ ଯବାନ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।ପୁରୁଣା ବଜାର ଥାନାରେ ଡ୍ୟୁଟିରେ ଥିବାବେଳେ ଏହି ୩ ଯବାନ ପୋଡ଼ି ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।ମଶା ଧୂପରୁ ନିଆଁ ଲାଗି ଯବାନମାନେ ପୋଡ଼ି ହୋଇ ଯାଇଥିବା ସୂଚନା ମିଳିଛି। ଗୁରୁତର ୩ OSAP ଯବାନ ବାରିପଦା ୫ମ ବାଟାଲିଅନ୍‌ର ବୋଲି ଜଣାପଡ଼ିଛି।

Advertisement