Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ପୋଲିସକୁ ବଡ଼ ସଫଳତା :ବିପୁଳ ମାତ୍ରାରେ ବାଣ ଜବତ

ଗଞ୍ଜାମ ପୋଲିସକୁ ବଡ଼ ସଫଳତା :ବିପୁଳ ମାତ୍ରାରେ ବାଣ ଜବତ

199
ADVERTISEMENT

ଗଞ୍ଜାମ, ୮/୧୧(ବିଶ୍ୱରଞ୍ଜନ ) : ଆସ୍କା ପୋଲିସ ପକ୍ଷରୁ ୭୦ ଲକ୍ଷ ଟଙ୍କାର ବାଣ ଜବତ। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପ୍ରଶାସନ ଏବଂ ପୋଲିସର ମିଳିତ ଚଢ଼ାଉ ସମୟରେ ଉପଜିଲ୍ଲାପାଳ, ଆସ୍କା ତହସିଲଦାର ଏବଂ ଗରିଷ୍ଟ ପୋଲିସ ଅଧିକାରୀଙ୍କ ଉପସ୍ଥତିରେ ଗଞ୍ଜାମ ଜିଲ୍ଲା ନଳଗଣ୍ଟl ଗ୍ରାମରୁ ବିପୁଳ ପରିମାଣର ବାଣ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ହେବ। ଦୀପାବଳିକୁ ଆଖି ଆଗରେ ରଖି ବିକ୍ରି ନିମନ୍ତେ ଦୂର୍ବୁତ ମାନେ ବାଣ ତିଆରି କରିଥିବା ସୂଚନା। ଏହି ଘଟଣାରେ ପୋଲିସ ୩ ଜଣକୁ ଗିରଫ କରିଛି ସେମାନେ ହେଲେ ଲବ ବେହେରା,ଜିତୁ ପ୍ରଧାନ,ରଞ୍ଜନ ପ୍ରଧାନ ଆଉ ୧୨ ଜଣ ଖସି ପଳେଇବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି ।

Advertisement