ADVERTISEMENT
Home ଆଞ୍ଚଳିକ ପୁଣି ଖଟିଆରେ ବୁହାଗଲା ଗର୍ଭବତୀ ମହିଳା

ପୁଣି ଖଟିଆରେ ବୁହାଗଲା ଗର୍ଭବତୀ ମହିଳା

199
ADVERTISEMENT

ପାରଳାଖେମୁଣ୍ଡି,୪/୧୧( ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ରାୟଗଡା ବ୍ଲକ ର କଇଁପୁର ପଞ୍ଚାୟତ ଅନ୍ତର୍ଗତ କାଲିଙ୍ଗା ଗ୍ରାମ ର ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି । ଗାଁ କୁ ଯିବାପାଇଁ ରାସ୍ତା ଟିଏ ନାହିଁ ,କଳିଙ୍ଗା ଠାରୁ ମୁଖ୍ୟରାସ୍ତା କଇଁପୁର ଆସିବାକୁ ହେଲେ ଭଙ୍ଗା ପଥର ପଡିଥିବା ରାସ୍ତା ଦେଇ ଆସିବାକୁ ପଡିଥାଏ। ବିଜୁଳିର ମଧ୍ୟ କୌଣସି ପ୍ରକାର ବ୍ୟବସ୍ତା ହି ନାହିଁ । ଦେଖନ୍ତୁ ଏହି ଗାଁ ର ଚିତ୍ର ,ଜଣେ ଗର୍ଭବତୀ ମହିଳା କୁ ରାତି ଅଧରେ କେମିତି ଅବସ୍ଥା ରେ ନିଆଯାଉଛି ଚିକିତ୍ସାଳୟ,ଯେମିତିକି ଗୋଟିଏ ଶବକୁ ନିଆଯାଉଛି ,ସରକାର ଯୋଜନା ଉପରେ ଯୋଜନା ଘୋଷଣା କରୁଥିବା ବେକେ ଏହି ଗ୍ରାମକୁ ରାସ୍ତା ଟିଏ ନାହିଁ କି ,ନାଳ ଉପରେ ପୋଲ ଟିଏ ନାହିଁ,ବହୁବାର ପ୍ରଶାସନ ଦ୍ଵାରାସ୍ତ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହୋଇନାହିଁ ବୋଲି ଗ୍ରାମ ବାସୀ ଜଣାଇଛନ୍ତି ।

Advertisement