Friday, November 6, 2026
ADVERTISEMENT
Home ଆଞ୍ଚଳିକ ଈଣ୍ଡୋର ଷ୍କାଡିୟମରେ ଉଦଘାଟନ ପୂର୍ବରୁ ଅଘଟଣ। : ଛୁଇଁଲେ ଢଳି ପଡୁଛି ଗେଟ

ଈଣ୍ଡୋର ଷ୍କାଡିୟମରେ ଉଦଘାଟନ ପୂର୍ବରୁ ଅଘଟଣ। : ଛୁଇଁଲେ ଢଳି ପଡୁଛି ଗେଟ

185
ADVERTISEMENT

ହିଞ୍ଜିଳିକାଟୁ,୧/୧୧(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ଖେଳ ପଡ଼ିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନ ଆସନ୍ତା ୨ ତାରିଖରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ ହେବାକୁ ଥିବା ବେଳେ ଶନିବାର ସଂନ୍ଧ୍ଯାରେ ଏକ ଟାଟା ଏସି ଗାଡି ରେ ଉଦଘାଟନ ନିମନ୍ତେ ଆସଵା ପତ୍ର ଆସିଥିଲା ଈଣ୍ଡୋର ଷ୍ଟାଡିୟମ ରେ କାଯ୍ୟ୍ ରତ ସିକ୍ୟୁରିଟି ଗାର୍ଡ ରବିନାରାୟଣ ପାଳ ଗେଟ ଖୋଲିଥିଲେ। ହଠାତ୍ ଗେଟଟି ଢଳି ରଵିଙ୍କ ଅଣ୍ଟା ଉପରେ ପଡ଼ି ଚାପିହୋଇଯାଇଥିଲେ। ରବି କଷ୍ଟ ଅନୁଭବ କରି ଚିତ୍କାର କରିଥିଲେ। ପଡ଼ିଆରେ ଖେଳୁଥିବା ଖେଳାଳି ମାନେ ଚିତ୍କାର ଶୁଣି ରବିଙ୍କୁ ଉଧ୍ୟାର କରି ହିଞିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇ ଚିକିତ୍ସା କରିଥିଲେ। ଗତ 23 ରିଖ ଶୁକ୍ରବାର ଦିନ କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଆର. ଭିନିଲ କ୍ରୀଷ୍ଣା ହିଞ୍ଜିଳି ଗ୍ରସ୍ତ କରି ନବ ନିର୍ମିତ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନର ସମୀକ୍ଷା ଫେରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଆର. ଭିନିଲ କ୍ରୀଷ୍ଣା ଇନଡ଼ୋର ଷ୍ଟାଡ଼ିୟମ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟ ଶୈଳୀ ଓ ବ୍ୟବହାର କରାଯାଇଥିବା ବିଭିନ୍ନ ଉପକରଣର ମାନ ପରୀକ୍ଷା କରିଥିଲେ । ଗତ ୧୪ ଏପ୍ରିଲ ୨୦୧୭ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ହିଞ୍ଜିଳି ଗ୍ରସ୍ତରେ ଆସି କ୍ରୀଡ଼ାର ବିକାଶ ଓ ସ୍ଥାନୀୟ ଅଂଚଳର କ୍ରୀଡ଼ାବିତ୍‌ଙ୍କୁ ଅଧିକ ସୁଯୋଗ ପ୍ରଦାନ ଲକ୍ଷ୍ୟରେ ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ଖେଳ ପଡ଼ିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନ ନିର୍ମାଣ ସକାଶେ ଭିତପ୍ରସ୍ତର ସ୍ଥାପନ କରିଥିଲେ । ଏହିିମଧ୍ୟରେ ଟିକେ ପଵନ ହେେେେ ଓଅଧିକ ପରିମାଣରେଵଷଷା ହେଲେ କାନ୍ଥ ଗ୍ରାନାଈଟ ପଡିିିିସହ କାନ୍ଥଥଭୁଷୁଡି ଭାଗିିିି ନଜର଼ହିଛି। ଵ ଵାବାରମ୍ବାର ଅଭିଯୋଗ ମଧ୍ୟ ହୋଇଛିି। ଭଭିତିପ୍ରସ୍ଥର ସ୍ଥାପନର ଦୀର୍ଘ ଅଢେଇ ବର୍ଷ ବ୍ୟବଧାନ ପରେ ଉଦଘାଟନ ହେବାକୁ ତାରିଖ ଧାର୍ଯ୍ୟ ପୂୂର୍ବରୁଅଘଟଣ କ୍ରିଡା ପ୍ରେମିଙ୍କକ ମଧ୍ୟରେେଭୟର ବାତାବରଣ ସୃଷ୍ଟି ହୋଇଛି।

Advertisement