ଢେଙ୍କାନାଳ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସାଇନ୍ସ ଡ୍ରାମା ଅନୁଷ୍ଠିତ

187
ADVERTISEMENT

ଢେଙ୍କାନାଳ,୩୧/୭(ନରେନ୍ଦ୍ର ଜେନା): ଢେଙ୍କାନାଳ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସାଇନ୍ସ ଡ୍ରାମା ଅନୁଷ୍ଠିତ ହେଉଛି ଏହାର ସଭାପତିତ୍ୱ କରିଥିଲେ ସୁଧନନ୍ଦ ପରିଡା(ଜିଓ ) କରିଥିଲେ ।ସଂମନ୍ୱିତ ଅତିଥି (ବିଓ) ନିତ୍ୟାନନ୍ଦ ବାରିକ , ସୁକାନ୍ତ ଚରଣ ସାହୁ ସାଇନ୍ସ ସୁପରଭାଇଜର ଓ ମିନତୀ ଡେଉଁରି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଶତ୍ରୁଘନ ମାଟି ,ସୁରେଶ ମିଶ୍ର , ସୁରେଶ ମହାନ୍ତି,ସ୍କୂଲର ଚୈର ମ୍ୟାନ ପ୍ରତାପ ପଣ୍ଡା ଏଥିରେ 10 ଟି ସ୍କୂଲର ପିଲାମାନେ ଆସି ନାଟକ ପରିବେଷଣ କରୁଥିଲେ ।ଶ୍ରୀ ବଳର ଉଚ୍ଚ ବିଦ୍ୟାଳୟ ,ବଦ୍ରୀନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ,ପଂଚାୟତ ରାଜ ଉଚ୍ଚ ବିଦ୍ୟାଳୟ , ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ , ସୁଲକ୍ଷଣୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ,ଆଦର୍ଶ ବିଦ୍ୟାପୀଠ କାନ୍ଦୁଲ ,ସୁଲକ୍ଷଣୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟକାମକ୍ଷଣାଗାର, ସୌଦାମିନ ସ୍ମୃତି ବିଦ୍ୟାପୀଠ, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବିଦ୍ୟାଧରପୁର ,ଖଜୁରକୋଟ ଉଚ୍ଚ ବିଦ୍ୟାଳୟରୁ,ବିଚ୍ଛିନ୍ନ ଛାତ୍ର ଛାତ୍ରୀ,ଭାଗ ନେଇ ଥିଲେ ଓ ବିଭିନ୍ନ ଶିକ୍ଷକ ଓ ଶିକ୍ଷତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Advertisement