Friday, November 6, 2026
ADVERTISEMENT
Home ଆଞ୍ଚଳିକ ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଲଗାଣ ବର୍ଷାରେ ଭାଙ୍ଗିଲା ଘର

443
ADVERTISEMENT

ବ୍ରହ୍ମପୁର,୧୪/୧୦,(ସୁଦାମ ମହାରଣା) : ଲଘୁଚାପ ଜନିତ ଲଗାଣ ବର୍ଷା ଭାଙ୍ଗି ଦେଇଛି ଜଣେ ପରିବାର ର ଘର। ଏପରି ଘଟଣା ଘଟିଛି,ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମର ଝାମ୍ପି ଗୌଡ । ସୋମବାର ସକାଳୁ ହଠାତ ଗୋଟିଏ ବଖରାର କାନ୍ଥ ଭୁଷୁଡି ପଡି ଘରଟି ସପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା।କୌଣସି ବ୍ୟକ୍ତି ଆହତ ହୋଇନଥିବା ଜଣାପଡିଛି। ସରକାରୀ ସହୟତା ଯୋଗେଇ ଦେବାପାଇଁ ସାଧାରଣରେ ଦାବି ହୋଇଛି।। ଗତ କାଲି ଠାରୁ ଲଗାଣ ବର୍ଷା ଯୋଗୁଁ ଗୋଟିଏ ପଟେ ଧନଜୀବନ ପ୍ରବାହିତ ହେଉଥିବା ବେଳେ ଅନ୍ୟ ପଟେ ଘର ଭାଙ୍ଗି ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଜନତା ।

Advertisement