ଆଞ୍ଚଳିକମୁଖ୍ୟ ଖବର ବାଲିଗୁଡା ସିଆରପିଏଫଙ୍କ ଦ୍ୱାରା ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ By Dunia Halchal - July 31, 2019 289 Share FacebookTwitterPinterestWhatsApp ADVERTISEMENT କନ୍ଧମାଳ,୩୧/୭ ଏଜେନସି: କନ୍ଧମାଳ ଜିଲ୍ଲା ବାଲିଗୁଡା ନଗରରେ ସିଆରପିଏଫ ବାଟାଲିୟନ ୧୨୭ଙ୍କ ଦ୍ୱାରା ୧୧ ନମ୍ବର ୱାର୍ଡରେ ଥିବା ବନ୍ଧକୁ ସଫେଇ କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ସମସ୍ତ ସିଆରପିଏଫଙ୍କ ସହଯୋଗ କରିଥିବା ସହ କାଉନସିଲର ନାରାୟଣ ଡାକୁଆ ଯୋଗ ଦେଇଥିଲେ । Advertisement