Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଆମ୍ବଗଡ ଜୁଆଆଡ୍ଡାରେ ଚଢଉ

ଆମ୍ବଗଡ ଜୁଆଆଡ୍ଡାରେ ଚଢଉ

312
ADVERTISEMENT

କୁକୁଡାଖଣ୍ଡି,୧୧/୧୦(ଇ.ରଞ୍ଜନ) : ଦୀର୍ଘ ଦିନ ଧରି ସଦରଥାନା ଅଞ୍ଚଳ ଆମ୍ବଗଡ ପାହାଡ ନିକଟରେ ଏକ ଜୁଆ ଆଡ୍ଡା ଚାଲିଥିବା ବେଳେ ତାହା ଉପରେ ଶନିବାର ମଧ୍ୟାହ୍ନରେ ଚଢଉ କରି ଛଅ ଜଣଙ୍କୁ ଗିରଫ କରିଛି ସଦର ପୋଲିସ ଦୁର୍ୟୋଧନ ଘଡେଇ, ବିପିନ ପରିଛା, ଡମ୍ବରୁଧର ଜେନା,କାଳିଆ ପାତ୍ର ଦୟାନିଧି ଦାସ, ଜୟରାମ ପାତ୍ର ଗିରଫ ସହ ଦୁଇ ମୋବାଇଲ ସମେତ ଦୁଇ ଗାଡି ସମେତ ।ସେମାନଙ୍କ ନିକଟରୁ ପୋଲିସ ଦଶହଜାର ଶହେ ଟଙ୍କା ଜବତ କରିଛି ସଦର ପୋଲିସ ଏନେଇ ଥାନାରେ ୨୯୯/୨୦ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି। ପୂର୍ବରୁ ଉକ୍ତ ସ୍ଥାନରେ ଜୁଆ ଆଡ୍ଡା ଚାଲିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୈଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁନଥିଲେ ଏସପିଙ୍କ ଅପରାଧୀ ସମୀକ୍ଷା ରେ ଜୁଆଡିଆ ଦଲାଲ ମାନଙ୍କ ସମେତ ପୂର୍ବରୁ ଯେଉଁ ମାନେ ଅପରାଧୀ ମାନଙ୍କ ତାଲିକା ପ୍ରସ୍ତୁତି କରିବା ପାଇଁ ଏସପି ଙ୍କ ନିର୍ଦେଶ ଥିବା ବେଳେ । ଆଗକୁ ଆସୁଥିବା ପାର୍ବଣ ରୁତୁ ନଜିର ରଖି ପ୍ରତିଗ୍ରାମରେ ଜୁଆ ଆଡାରେ ଆସର ହେଉଥିବାରୁ ପୋଲିସ ପୋଟ୍ରୋଲିଂ କଡାକଡି କରି ଜୁଆ ଆଡ୍ଡା ଗୁଡିକ ଜୋରଜାର ଚଢଉ ହେଉଥିବା ସାଧାରଣ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ କିଛି ଲୋକ ସ୍ୱାଗତ ପଦକ୍ଷପ ମତରଖି ଆଗାମୀ ଦିନରେ ଜୁଆଆଡ୍ଡାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାଧାର ରେ ଦାବି ହୋଇଛି ।

Advertisement